ଏପ୍ରିଲ ୨ ରୁ ସବୁ ସ୍କୁଲ ସକାଳୁ

ଓଡିଶା ସରକାର ଆଜି ସବୁ ଶିକ୍ଷା ପ୍ରତିଷ୍ଠାନଙ୍କୁ ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦେଶ ଦେଇଛନ୍ତି. ମାଧ୍ୟାନ୍ନ ଭୋଜନ ସକାଳ ୧୦ ଟା ରେ ଆଉ ବିଦ୍ୟାଳୟ ଛୁଟି ୧୧ ଟା ସୁଦ୍ଧା କରିବାକୁ ଚିଠି ରେ ଲେଖା ଅଛି. ମାର୍ଚ୍ଚ ୩୦ ସୁଦ୍ଧା  ସବୁ ପରୀକ୍ଷା ଶେଷ କରିବାକୁ ନିର୍ଦେଶ ମିଳିଛି.

ନୂଆ ଶିକ୍ଷା ବର୍ଷ ଏପ୍ରିଲ ୩ ରୁ ଆରମ୍ଭ ଏବଉଁ ମେ ୬ ସୁଦ୍ଧା ଖରାଛୁଟି. ସବୁ ବିଦ୍ୟାଳୟ ରେ ପାନୀୟ ଜଳ ର ବ୍ୟବସ୍ଥା  ଆଉ ଶାରୀରିକ ବ୍ୟୟାମ କୁ ବାଦ ଦିଆଯାଇଛି.

Image from Wikimedia

Post a Comment

0 Comments