ମୋ ବସ୍ ଗାଇଡ ଙ୍କ ମଣିଷ ପଣିଆ

ତା ୧୮-୦୩-୨୦୧୯ ରିଖ ଦିନ ସକାଳୁ ଫୋଟୋ ରେ ଥିବା ମାଉସୀ (ଉତରା ସହୂ) ମୋ ବସ୍ ରେ ଯାତ୍ରା କରୁଥିଲେ. ସେ ଭୁଲ ରେ ତାଙ୍କର କିଛି ଦରକାରି କାଗଜପତ୍ର, ୩୫୦୦ ଟଙ୍କା ଏବଉଁ ମୋବାଇଲ ଫୋନ ବସ୍ ରେ ଛାଡି ଦେଇଥିଲେ.

ମୋ ବସ୍ ର ଗାଈଡ଼ ଶ୍ରୀ ଗୌତମ ବିହାରୀ ସହୂ (Code: C-1188) ସେ ମାଉସୀ ଙ୍କୁ ତାଙ୍କର ଜିନିଷ ଫେରେଇ  ମଣିଷ ପଣିଆ ର ଉଦାହରଣ ସୃଷ୍ଟିକରିଛନ୍ତି.

Mo bus Goutam bihari sahoo

Post a Comment

0 Comments