ରାଜନୀତି ରେ ପୂର୍ବ ଡିଜିପି ପ୍ରକାଶ ମିଶ୍ର

ପ୍ରକାଶ ମିଶ୍ର, ୧୯୭୭ ବ୍ୟାଚ ର ଆଇପିଏସ ଅଧିକାରୀ ରାଜନୀତି ରେ ପାଦ ରଖିବାକୁ ଯାଉଛନ୍ତି. ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ର ଉଚ୍ଚ ଅଧିକାରୀଙ୍କ ଉପସ୍ଥିତି ରେ ଦଳ ରେ ଯୋଗ ଦେବେ.

dgp prakash mishra
Image from newsodisha.in

Post a Comment

0 Comments