ଟାଟା ମୋଟର୍ସ ଗାଡି ର ଦାମ ୨୫୦୦୦ ପର୍ଯ୍ୟନ୍ତ ବଢିପାରେ

ଟାଟା ମୋଟର୍ସ ନିଜର ଗାଡି ର ମୂଲ୍ୟ ୨୫୦୦୦ ପର୍ଯ୍ୟନ୍ତ ଏପ୍ରିଲ ରୁ ବଢେଇବା ପାଇଁ ଘୋଷଣା କରିଛି. ବଜାର ଦରକୁ ଆଖିରେ ରଖି କମ୍ପାନି ଏହି ନିଷ୍ପତି ନେଇଛି ବୋଲି ପ୍ରେସିଡେଣ୍ଟ ମାୟାଙ୍କ ପରୀକ୍ କହିଛନ୍ତି.

tata motors
Image from tatamotors.com


Post a Comment

0 Comments