କୁଶଳୀ କାରିଗର ଙ୍କ କୌଶଳ ଚୋରି

ଦୀର୍ଘ ଦିନ ଧରି ଭାଜପା ର ୱେବ ପୋର୍ଟାଲ ଅଚଳ ରହିବ ପରେ, ଭାଜପା ର କୁଶଳୀ କର୍ମୀ ୱେବ୍ସାଇଟ ଲେଆଉଟ ଚୋରି କରି ବ୍ୟବହାର କରିଥିଲେ.

ଆନ୍ଧ୍ରପ୍ରଦେଶ ର ଏକ ଘରୋଇ ଅନୁଷ୍ଠାନ ଏହି ଲେଆଉଟ କୁ ନିର୍ମାଣ କରିଥିଲେ. ବିନା ଅନୁମତି ରେ ଭାଜପା ତାଙ୍କ ଲେଆଉଟ ଚୋରି କରିଥିଲା ବୋଲି ଅନୁଷ୍ଠାନ ଦାବି କରିଛି.

bjp plagiarised
Image by w3layouts.com

Post a Comment

0 Comments