ରାତି ଅଧା ରେ ଦୁର୍ବୁତ୍ତ ଙ୍କ ଲଙ୍କାକାଣ୍ଡ

କାନନ ବିହାର ଫେଜ ୨ ଅଂଚଳ ରେ ତା ୧୯-୦୩-୨୦୧୯ ରିଖ ରାତି ଅଧାରେ ଦୁର୍ବୁତ୍ତ ମାନେ ପଶି ୧୦ ରୁ ଅଧିକ କାର୍ ର କାଚ ଭାଙ୍ଗିଛନ୍ତି. ମୃଦୁପାନୀୟ ବୋତଲ ରେ କାର୍ କୁ ଆକ୍ରମଣ କରିଥିଲେ.

ସ୍ଥାନୀୟ ବାସିନ୍ଦା ମାନେ ଇନ୍ଫୋସିଟି ଥାନା ରେ ଅଭିଯୋଗ କରିବା ପରେ, କେସ୍ ନମ୍ବର ୦୦୬୧/୨୦୧୯ ରୁଜୁ କରି ଥାନା ଅଧିକାରୀ ଛାନଭିନ କରୁଛନ୍ତି.

maruti suzuki baleno

Post a Comment

0 Comments