ଝାରପଡ଼ା ଜେଲରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ

ଝାରପଡ଼ା ଜେଲରେ ଆଜି କମିଶନରେଟ  ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ,ସିଗାରେଟ ସହ ସିମକାର୍ଡ଼ ଜବତ ହୋଇଛି l ସଚନା ମୁତାବକ, ଭୁବନେଶ୍ୱର ଉପଖଣ୍ଡ ଝାରପଡ଼ା ଜେଲରେ ଆଜି ପୋଲିସ କମିଶନରେଟ ପକ୍ଷରୁ ଚଢାଉ କରାଯାଇଛି । ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ରେଡ଼ ବେଳେ ଆଜି ଝାରପଡ଼ା ଜେଲରୁ ବହୁ ପରିମାଣର ମାଦକ ଦ୍ରବ୍ୟ ,ସିଗାରେଟ ସହ ସିମକାର୍ଡ଼ ଜବତ କରାଯାଇଛି ।

Report: OmmtvOdisha

Post a Comment

0 Comments